ତନ୍ତ୍ରୀ Tantrī
- ସଂ. ବି. (ତନ୍ତ୍ର+ ସ୍ତ୍ରୀ. ଈ.) — ତନ୍ତ — Weaver's loom
- ସଂ. ବି. (ତନ୍ତ୍ର+ ସ୍ତ୍ରୀ. ଈ.) — ବୀଣା — Harp; lute
- ସଂ. ବି. (ତନ୍ତ୍ର+ ସ୍ତ୍ରୀ. ଈ.) — ବୀଣା ବେହେଲା ଆଦି ତାରଯୁକ୍ତ ବାଦ୍ୟ ଯନ୍ତ୍ର — Stringed musical instruments
- ସଂ. ବି. (ତନ୍ତ୍ର+ ସ୍ତ୍ରୀ. ଈ.) — ବୀଣା ପ୍ରଭୃତିର ତାର — String of musical instruments
- ସଂ. ବି. (ତନ୍ତ୍ର+ ସ୍ତ୍ରୀ. ଈ.) — ଗୁଳୁଚି ଲତା — A medicinal creeper
- ସଂ. ବି. (ତନ୍ତ୍ର+ ସ୍ତ୍ରୀ. ଈ.) — ରଜ୍ଜୁ; ବାଣି; ସୂତୁଲି — A string of rope
- ସଂ. ବି. (ତନ୍ତ୍ର+ ସ୍ତ୍ରୀ. ଈ.) — ସୂତା — A thread
- ସଂ. ବି. (ତନ୍ତ୍ର+ ସ୍ତ୍ରୀ. ଈ.) — ଯୁବତୀ — A young woman
- ସଂ. ବି. (ତନ୍ତ୍ର+ ସ୍ତ୍ରୀ. ଈ.) — ବୀଣା ଆଦିର ବାଦକ — A musician playing on stringed instruments
- ସଂ. ବି. (ତନ୍ତ୍ର+ ସ୍ତ୍ରୀ. ଈ.) — ତନ୍ତ୍ର ବିଦ୍ୟା ସାଧକ ବ୍ଯକ୍ତି — One who professes and practises the doctrines of Tantra; practises of Tantra
- ସଂ. ବି. (ତନ୍ତ୍ର+ ସ୍ତ୍ରୀ. ଈ.) — ଶରୀରର ନାଡ଼ୀ (ହି. ଶବ୍ଦସାଗର) — Vein; blood-vessel; artery
- ସଂ. ବି. (ତନ୍ତ୍ର+ ସ୍ତ୍ରୀ. ଈ.) — (ତନ୍ତ୍ର+ ଅଛି ଅର୍ଥରେ ଇନ୍; 1 ମା. 1 ବ)— ଯେଉଁ ବ୍ଯକ୍ତି କୌଣସି ଅନୁଷ୍ଠାନର ତତ୍ତ୍ୱାବଧାରଣ କରେ — (ତନ୍ତ୍ର+ ଅଛି ଅର୍ଥରେ ଇନ୍;1ମା.1ବ)— ଯେଉଁ ବ୍ଯକ୍ତି କୌଣସି ଅନୁଷ୍ଠାନର ତତ୍ତ୍ୱାବଧାରଣ କରେ—. A superintendent of any work