ତନ୍ତ୍ରିପାଳ Tantripāḻa

  • ସଂ. ବି. ପୁଂ (ତନ୍ତ୍ରୀ+ପାଳ; ଉପପଦ ତତ୍) — ବିରାଟରାଜ୍ୟରେ ଛଦ୍ମବେଶଧାରୀ ପାଣ୍ଡବମାନଙ୍କର ଅଜ୍ଞାତ ବାସ କାଳରେ ସହଦେବଙ୍କର ଧାରଣ କରିଥିବା ନାମ — The name assumed by Sahadeba during the stay of the Pāṇḍabas at the court of the king Birāṭa in disguise