ତନ୍ତ୍ରାବାପ Tantrābāpa

  • ସଂ. ବି. (ତନ୍ତ୍ର=ରାଜ୍ୟ+ଆବାପ=ଶତ୍ରୁ ରାଜ୍ୟ ଚିନ୍ତା; 6 ଷ୍ଠୀ ତତ୍) — ସ୍ୱରାଜ୍ୟ ଓ ପରରାଜ୍ୟ ଚିନ୍ତନ — A consideration of matters connected with one's own kingdom as well as with other kingdoms; diplomacy