ତନ୍ତ୍ରବାପ Tantrabāpa
- ସଂ. ବି (ତନ୍ତ୍ର+ବପ୍ ଧାତୁ=ବୁଣିବା+ କର୍ତ୍ତୃ. ଅ)— (ପ୍ରକୃତିବାଦ ମତରେ 'ତନ୍ତ୍ରାବାପର' ଅର୍ଥ ସ୍ୱରାଜ୍ୟ ଓ ପର ରାଜ୍ୟ ଚିନ୍ତା) — ତନ୍ତୁବାୟ; ତନ୍ତି — Weaver
- ସଂ. ବି (ତନ୍ତ୍ର+ବପ୍ ଧାତୁ=ବୁଣିବା+ କର୍ତ୍ତୃ. ଅ)— (ପ୍ରକୃତିବାଦ ମତରେ 'ତନ୍ତ୍ରାବାପର' ଅର୍ଥ ସ୍ୱରାଜ୍ୟ ଓ ପର ରାଜ୍ୟ ଚିନ୍ତା) — ବୁଢ଼ିଆଣୀ; ମାକଡ଼ସା — Spider