ତନ୍ତ୍ରତା Tantratā

  • ସଂ. ବି. (ତନ୍ତ୍ର+ଭାବାର୍ଥେ, ତା) — ଅଧୀନତା — Subservience; dependence
  • ସଂ. ବି. (ତନ୍ତ୍ର+ଭାବାର୍ଥେ, ତା) — ଷଡ଼ଯନ୍ତ୍ର — Intrigue
  • ସଂ. ବି. (ତନ୍ତ୍ର+ଭାବାର୍ଥେ, ତା) — ଉଦ୍ଭାବନା; କୌଶଳ — Contrivance
  • ସଂ. ବି. (ତନ୍ତ୍ର+ଭାବାର୍ଥେ, ତା) — ଘନିଷ୍ଠତା; ସମ୍ବନ୍ଧ; ସାନ୍ନିଧ୍ୟ — Proximity; intimacy
  • ସଂ. ବି. (ତନ୍ତ୍ର+ଭାବାର୍ଥେ, ତା) — ଏକସଙ୍ଗେ ବହୁ କାର୍ଯ୍ୟର ପ୍ରାରମ୍ଭକରଣ — The commencing of many actions at a time
  • ସଂ. ବି. (ତନ୍ତ୍ର+ଭାବାର୍ଥେ, ତା) — ଏକ କର୍ମ ପରିବର୍ତ୍ତରେ ଅନ୍ଯ କର୍ମକରଣ — The doing of one thing instead of another
  • ସଂ. ବି. (ତନ୍ତ୍ର+ଭାବାର୍ଥେ, ତା) — ବହୁ ଉଦ୍ଦେଶ୍ୟ ସାଧନାର୍ଥ ଗୋଟିଏ କାର୍ଯ୍ୟ କରିବା (ହି. ଶବ୍ଦସାଗର) — Doing of one act for attaining more than one object
  • ସଂ. ବି. (ତନ୍ତ୍ର+ଭାବାର୍ଥେ, ତା) — [ଦ୍ର—ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ଏହି ଶବ୍ଦ ବ୍ଯବହୃତ ହୋଇଥାଏ। ଯଥା—ପରତନ୍ତ୍ରତା; ସ୍ୱତନ୍ତ୍ରତା।]