ତନ୍ତ୍ରକ Tantraka

  • ସଂ. ବି. (ତନ୍ତ୍ର+କ) — ନୂଆ ଲୁଗା — A new cloth
  • ଦେ. ବି. (ସଂ. ତନ୍ତ୍ରୀ) — ତାର ବାଦ୍ୟ; ଯଥା—ବେହେଲା, ବୀଣା, ସୀତାର — Stringed musical instrument
  • ଦେ. ବି. (ସଂ. ତନ୍ତ୍ରୀ) — କାମଜ ଛତିଶ ସହସ୍ର ଲକ୍ଷେ ତନ୍ତ୍ରକ ଲକ୍ଷକ ସହସ୍ର ବିଂଶେ—ପ୍ରାଚୀ. ରହସ୍ୟମଞ୍ଜରୀ।