ତନ୍ତ୍ର ହୋମ Tantra homa

  • ସଂ. ବି. (ମ. ପ. ଲୋ. ତନ୍ତ୍ର+ହୋମ) — ତନ୍ତ୍ରଶାସ୍ତ୍ରର ବିଧାନ ବା ମତ ଅନୁସାରେ ଆଚରିତ ହୋମ — Oblations to fire according to Tantric rituals