ତନ୍ତ୍ର ସାଧନା Tantra sādhanā

  • ସଂ. ବି. (ତନ୍ତ୍ର+ ସାଧନ; ସମ୍ବନ୍ଧେ 6 ଷ୍ଠୀ ତତ୍) — ତନ୍ତ୍ରୋକ୍ତ ପଦ୍ଧତିକୁ ଅବଲମ୍ବନ କରି ସିଦ୍ଧି— ଲାଭ କରିବା ନିମନ୍ତେ କରାଯିବା କ୍ରିୟାକଳାପ — The observance of rituals mentioned in the 'Tantras' with a view to attain success