ତନ୍ତ୍ର ମନ୍ତ୍ର Tantra mantra

  • ସଂ. ବି (ତନ୍ତ୍ର+ମନ୍ତ୍ର; 6 ଷ୍ଠୀ ତତ୍) — ତନ୍ତ୍ରୋକ୍ତ ମନ୍ତ୍ର — The incantations mentioned in the 'Tantra ṡāstra'
  • ଦେ. ବି. (ସହଚର) — ମନ୍ତ୍ରଯନ୍ତ୍ର; ଗୁଣିବିଦ୍ୟା; ଗୁଣି— ଗାରିଡ଼ି — A charm; the black art