ତନ୍ତ୍ର କାଷ୍ଠ Tantra kāshṭha

  • ସଂ. ବି. (ତନ୍ତ୍ର+କାଷ୍ଠ; ମ. ପ. ଲୋ.) — ତନ୍ତୁକାଷ୍ଠ; ତାଷଣ; ମୁଠା — A fibrous stick for cleansing the warp; weaver's brush
  • ସଂ. ବି. (ତନ୍ତ୍ର+କାଷ୍ଠ; ମ. ପ. ଲୋ.) — ତନ୍ତ — Weaver's loom