ତନ୍ତୁବାୟ Tantubāya

  • ସଂ. ବି. (ତନ୍ତୁ+ବେ ଧାତୁ=ବୁଣିବା+କର୍ତ୍ତୃ. ଅ, ଯେ ତନ୍ତୁରେ ବୁଣେ) — ତନ୍ତୁବାପ (ଦେଖ) — Tantubāpa (See)
  • ସଂ. ବି. (ତନ୍ତୁ+ବେ ଧାତୁ=ବୁଣିବା+କର୍ତ୍ତୃ. ଅ, ଯେ ତନ୍ତୁରେ ବୁଣେ) — ବୃତ ସୁନାରୀଚୟ ବିହରନ୍ତି କେତେ ତନ୍ତୁବାୟ—ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ।