ତନ୍ତୁପର୍ବ Tantuparba
- ସଂ. ବି. (ତନ୍ତୁ= ସୂତ୍ରନିର୍ମିତ ଯଜ୍ଞୋପବୀତ+ପର୍ବନ) — ଶ୍ରାବଣ ପୂର୍ଣ୍ଣିମା; ଗହ୍ମାପୂର୍ଣ୍ଣିମା; ରାକ୍ଷୀ ପୂର୍ଣ୍ଣିମା — The fullmoon day of the month of Ṡrābaṇa
- ସଂ. ବି. (ତନ୍ତୁ= ସୂତ୍ରନିର୍ମିତ ଯଜ୍ଞୋପବୀତ+ପର୍ବନ) — [ଦ୍ର—ଏଦିନ ବ୍ରାହ୍ମଣମାନେ ନୂଆ ପଇତା ପିନ୍ଧନ୍ତି; ରାଜାମାନେ ସୁବର୍ଣ୍ଣ ପଇତା ଗ୍ରହଣ କରି ଅଭିଷିକ୍ତ ହୁଅନ୍ତି ଓ ସାଧାରଣ ଲୋକେ ରାକ୍ଷୀ ବାନ୍ଧନ୍ତି।]