ତନ୍ତୁକାଷ୍ଠ Tantu kāshṭha

  • ସଂ. ବି. (ତନ୍ତୁ+କାଷ୍ଠ; ମ. ପ. ଲୋ) — ତାଷଣ; ଯାହାଦ୍ୱାରା ତନ୍ତିମାନେ ସୂତାକୁ ପରିଷ୍କାର କରନ୍ତି ବା ମାଜନ୍ତି; ବୁରୁସ୍ — Weaver'a brush