ତନ୍ତିପାଳ Tantipāḻa

  • ସଂ. ବି. (ତନ୍ତି+ପାଳି ଧାତୁ+କର୍ତ୍ତୃ. ଅ) — ଗୋପାଳକ; ଗଉଡ଼ — Cowherd
  • ସଂ. ବି. (ତନ୍ତି+ପାଳି ଧାତୁ+କର୍ତ୍ତୃ. ଅ) — ବିରାଟ ରାଜ୍ୟରେ ଅଜ୍ଞାତବାସ ସମୟରେ ସହଦେବଙ୍କ ଗୃହୀତ ନାମ — The name assumed by the youngest Pāṇḍaba-brother in the court of king Birāṭa