ତନ୍ତର କଟା Tantara kaṭā

  • ପ୍ରାଦେ. (ସମ୍ବଲପୁର)—ବି. — ଯେ ତନ୍ତରେ ଲୁଗା ବୁଣେ; ତନ୍ତି — Weaver
  • ପ୍ରାଦେ. (ସମ୍ବଲପୁର)—ବି. — ପତରକଟା, ତନ୍ତରକଟା, ପାଣିଓତା, ଗଉଡ଼ୁଣୀ ମାଈ ଏ ଚାରିଜାତିଙ୍କୁ ବିଶ୍ୱାସ ନାଇ। ସମ୍ବଲପୁର—ପ୍ରବଚନ।