ତନ୍ତବୁଣା Tantabuṇā

  • ଦେ. ବି — ତନ୍ତରେ ବୁଣିବା କାର୍ଯ୍ୟ — Weaving
  • ଦେ. ବିଣ — ତନ୍ତରେ ବୁଣା ହୋଇଥିବା (ବସ୍ତ୍ର) — (cloth) Woven with the loom; loom-woven (cloth)