ତନ୍ତ ଗାଡ଼ Tanta gāṟḍ̠a

  • ଦେ. ବି — ତନ୍ତ ଯନ୍ତ୍ର ତଳେ ଥିବା ଗର୍ତ୍ତ; ତନ୍ତରେ ଲୁଗା ବୁଣିବା ସମୟରେ ଯାହା ଭିତରକୁ ତନ୍ତି ଗୋଡ଼ ଲମ୍ବାଇ ବସେ — Loom-pit