ତନ୍ଖି କରିବା Tan-khi karibā

  • ଦେ. କ୍ରି. (ଫା. ତନ୍ଖୋଆ) — କୌଣସି କାର୍ଯ୍ୟର ତତ୍ତ୍ୱ ନେବା; ତତ୍ତ୍ୱାବଧାରଣ କରିବା; ଅନୁସନ୍ଧାନ କରିବା — To supervise a work; to look after a work
  • ଦେ. କ୍ରି. (ଫା. ତନ୍ଖୋଆ) — ତଦନ୍ତ କରିବା; ତଦାରଖ କରିବା; ପରୀକ୍ଷା କରିବା — To enquire; to investigate; to examine a matter; to inspect a thing
  • ଦେ. କ୍ରି. (ଫା. ତନ୍ଖୋଆ) — କୌଣସି କାର୍ଯ୍ୟର ଆନୁମାନିକ ବ୍ଯୟ ପୂର୍ବରୁ ସ୍ଥିର କରିବା; ଏଷ୍ଟିମେଟ୍ କରିବା — To prepare an estimate for a certain work
  • ଦେ. କ୍ରି. (ଫା. ତନ୍ଖୋଆ) — କୈଣସି ବିଷୟର ତଥ୍ୟ ନିରୂପଣ କରିବା; ଠିକଣା କରିବା — To ascertain any matter