ତନୁ ପାତଳ Tanu pātaḻa

  • ଦେ. ବି. ପୁଂ. (ସଂ. ତନୁ=ଦେହ+ପତ୍ରଳ) — କ୍ଷୀଣ— କଳେବରବିଶିଷ୍ଟ; କ୍ଷୀଣଦେହ — Delicate; thin-bodied
  • ଦେ. ବି. ପୁଂ. (ସଂ. ତନୁ=ଦେହ+ପତ୍ରଳ) — ଗୋରୀଟି ହୋଇବ ଶହେ ଷାଠିଏ, କାଳୀଟି ଅମୂଲମୂଲ ମଝିରେ ସେ ଯେଉଁ ତନୁପାତେଳୀ ସରଗଚାନ୍ଦର ତୁଲ —ଢଗ।