ତନାଘନା Tanā-ghanā
- ଦେ. ବି (ସଂ. ତନ ଧାତୁ ଓ ଘନ ଶବ୍ଦ ସଂମିଶ୍ରଣରେ) — ତରବର — Hot haste;
- ଦେ. ବି (ସଂ. ତନ ଧାତୁ ଓ ଘନ ଶବ୍ଦ ସଂମିଶ୍ରଣରେ) — (ଯଥା—ବିଭାଘର ଆଉ 3 ଦିନ ଅଛି ବୋଲି ଛାମୁଣ୍ଡିଆ ବାନ୍ଧିବା କାମରେ ଭାରି ତନାଘନା ଲାଗିଛି।) — (ଯଥା—ବିଭାଘର ଆଉ3ଦିନ ଅଛି ବୋଲି ଛାମୁଣ୍ଡିଆ ବାନ୍ଧିବା କାମରେ ଭାରି ତନାଘନା ଲାଗିଛି)
- ଦେ. ବି (ସଂ. ତନ ଧାତୁ ଓ ଘନ ଶବ୍ଦ ସଂମିଶ୍ରଣରେ) — ତମ୍ବୀ; ତାଗିଦା — Urgent pressure
- ଦେ. ବି (ସଂ. ତନ ଧାତୁ ଓ ଘନ ଶବ୍ଦ ସଂମିଶ୍ରଣରେ) — (ଯଥା—ଲାଟବନ୍ଦି ଖଜଣା ଆଦାୟ ନିମନ୍ତେ ପିଆଦାମାନେ ଭାରି ତନାଘନା ଲଗାଇଛନ୍ତି।)
- ବିଣ — ଅତି ତ୍ୱରାଯୁକ୍ତ — Hasty
- କ୍ରି. ବିଣ — ତ୍ୱରାଯୁକ୍ତଭାବରେ — In hot haste