ତନଯିତ୍ନୁ Tanayitnu

  • ସଂ. ବି (ତନ୍ ଧାତୁ= ବିସ୍ତାର କରିବା+କର୍ତ୍ତୃ. ଇତ୍ନୁ) — ବଜ୍ର — Thunder
  • ସଂ. ବି (ତନ୍ ଧାତୁ= ବିସ୍ତାର କରିବା+କର୍ତ୍ତୃ. ଇତ୍ନୁ) — ମେଘ — Cloud