ତନମାତ୍ର Tanamātra

  • ଗ୍ରା. (ପଦ୍ଯ) ବିଣ. ଓ କ୍ରି. ବିଣ (ସଂ. ତନ୍ମାତ୍ର) — ତନ୍ମାତ୍ର (ଦେଖ) — Tanmātra (See)
  • ଗ୍ରା. (ପଦ୍ଯ) ବିଣ. ଓ କ୍ରି. ବିଣ (ସଂ. ତନ୍ମାତ୍ର) — ଗନ୍ଧ ରୂପ ଯେ ରସ ଶବ୍ଦ ସ୍ପର୍ଶାଦି ତନମାତ୍ର ଭେଦ—ଜଗନ୍ନାଥ. ଭାଗବତ।