ତଦ୍ଭାବ Tadbhāba
- ସଂ. ବି. ( 6 ଷ୍ଠୀ ତତ୍; ତତ୍+ଭାବ) — ସେହି ଅବସ୍ଥା — That state or condition
- ସଂ. ବି. ( 6 ଷ୍ଠୀ ତତ୍; ତତ୍+ଭାବ) — ତଦ୍ବିଷୟକ ଚିନ୍ତା — Thoughts thereof
- ସଂ. ବି. ( 6 ଷ୍ଠୀ ତତ୍; ତତ୍+ଭାବ) — ତହିଁର ଅବସ୍ଥା — The state of that thing or person
- ସଂ. ବି. ( 6 ଷ୍ଠୀ ତତ୍; ତତ୍+ଭାବ) — ତାହାଙ୍କ ମନୋଗତ ଭାବ — His or her sentiments or intentions