ତଦ୍ବ୍ୟତିରିକ୍ତ Tadbyatirikta

  • ସଂ. ବି. (ତତ୍+ବ୍ୟତିରିକ୍ତ; 5 ମୀ ତତ୍) — ତାହାଠାରୁ ପୃଥକ୍ — Separate from that
  • ଦେ. ଅ — ଏହା ଛଡ଼ା — Besides that
  • ଦେ. ଅ — ତାହାଙ୍କ ଛଡ଼ା — Besides him or her