ତଦ୍ରୂପ Tadrūpa
- ସଂ. ବିଣ. (ତତ୍=ତାହାର କିମ୍ବା ସେହି+ରୂପ=ପ୍ରକାର) — ତତ୍ସଦୃଶ; ତଦ୍ୱତ୍ — Similar to that; of that form; of that kind; like that
- ସଂ. ବିଣ. (ତତ୍=ତାହାର କିମ୍ବା ସେହି+ରୂପ=ପ୍ରକାର) — ସେହି ପ୍ରକାରର — Similar; such; such-like
- ସଂ. କ୍ରି. ବିଣ — ସେହିପରି — In that manner
- ସଂ. କ୍ରି. ବିଣ — ତଦନୁସାରେ — According to that