ତଦ୍ବଂଶୀୟ Tadbaṁṡīya

  • ସଂ. ବିଣ. ପୁଂ. (ତ୍ଦ+ବଂଶ+ ସମ୍ବନ୍ଧାର୍ଥେ. ଈୟ) — ସେହି ବଂଶରୁ ଜାତ — Born of that family
  • ସଂ. ବିଣ. ପୁଂ. (ତ୍ଦ+ବଂଶ+ ସମ୍ବନ୍ଧାର୍ଥେ. ଈୟ) — ସେହି ବଂଶ ସମ୍ବନ୍ଧୀୟ — Relating to that family