ତଦ୍ଧନ Taddhana

  • ସଂ. ବି. (ତତ୍+ଧନ; କର୍ମଧାରୟ; ଷଷ୍ଠୀ) — (କର୍ମଧା) ସେହି ସମ୍ପତ୍ତି — That very property
  • ସଂ. ବି. (ତତ୍+ଧନ; କର୍ମଧାରୟ; ଷଷ୍ଠୀ) — ( 6 ଷ୍ଠୀ ତତ୍) ତାହାଙ୍କ ସମ୍ପତ୍ତି — (6ଷ୍ଠୀ ତତ୍) ତାହାଙ୍କ ସମ୍ପତ୍ତି— . The property of that person
  • ସଂ. ବିଣ — କୃପଣ—(ହି. ଶବ୍ଦସାଗର) — Miserly