ତଦ୍ଦଣ୍ଡେ Taddaṇḍe

  • ସଂ. କ୍ରି. ବିଣ — ସେହି ମୁହୂର୍ତ୍ତରେ — At that moment
  • ସଂ. କ୍ରି. ବିଣ — ତତ୍କ୍ଷଣାତ୍; ସେହି କ୍ଷଣିକା; ଗୋଡ଼େ ଗୋଡ଼େ — immediately; in no time
  • ସଂ. କ୍ରି. ବିଣ — (ଯଥା—ତୁମ୍ଭେ ଆର କୋଠରୀରୁ ପୁସ୍ତକଖଣ୍ଡିକ ଘେନି ତଦ୍ଦଣ୍ଡେ ଆସି ପହଞ୍ଚିଯିବ।)