ତଦେକାତ୍ମା Tadekātmā
- ସଂ. ବିଣ. [ତତ୍ (ସେହି ହୋଇଅଛି) ଏକ (ଅଭିନ୍ନ) ଆତ୍ମନ ଯାହାର; ବହୁବ୍ରୀହି] — ତାହା ସହିତ ଅଭିନ୍ନ; ତତ୍ସ୍ୱରୂପ — Similar to that
- ସଂ. ବିଣ. [ତତ୍ (ସେହି ହୋଇଅଛି) ଏକ (ଅଭିନ୍ନ) ଆତ୍ମନ ଯାହାର; ବହୁବ୍ରୀହି] — ଅଭିନ୍ନହୃଦୟ — Very intimate; closely intimate; quite constant