ତଦୂର୍ଦ୍ଧ୍ୱ Tadūrddhwa

  • ଦେ. ବି. (ତତ୍+ଊର୍ଦ୍ଧ୍ୱ) — ତହିଁର ଉପରେ — The top of that
  • ଦେ. ବି. (ତତ୍+ଊର୍ଦ୍ଧ୍ୱ) — ତହୁଁ ଅଧିକା — Excess of that
  • ଦେ. ବିଣ — ତହିଁର ଉପରେ ସ୍ଥିତ — Situated above that
  • ଦେ. ବିଣ — ତହୁଁ ଅଧିକ — More than that
  • ସଂ. କ୍ରି. ବିଣ. (ସଂ. ତଦୂର୍ଦ୍ଧ୍ୱଂ) — ତାକୁ ବଳି — In excess of that
  • ସଂ. କ୍ରି. ବିଣ. (ସଂ. ତଦୂର୍ଦ୍ଧ୍ୱଂ) — ତାକୁ ଅତିକ୍ରମ କରି; ତଦୁପରି — Beyond that; above that