ତଦାକାରିତ ଚିତ୍ତବୃତ୍ତି Tadākāritachittabṛutti

  • ସଂ. ବି. (ତଦାକାରିତ+ଚିତ୍ତବୃତ୍ତି; କର୍ମଧା) — ସେହିରୂପରେ ମିଳିତ ହୋଇ ଥିବା ବୁଦ୍ଧି — Mental faculity assimilated to that form
  • ସଂ. ବିଣ. (ବହୁବ୍ରୀହି) — ଯାହାର ବୁଦ୍ଧି ତାହାର ଆକାରରେ ନିବିଷ୍ଟ ହୋଇଅଛି — Having one's mind fully devoted to that form