ତଦଭିନ୍ନ Tadabhinna

  • ସଂ. ବିଣ. ( 5 ମୀ ତତ୍; ତତ୍+ଅଭିନ୍ନ) — ତତ୍ସ୍ୱରୂପ — Similar to that
  • ସଂ. ବିଣ. ( 5 ମୀ ତତ୍; ତତ୍+ଅଭିନ୍ନ) — ଅବିକଳ ସେହିପରି — Identical
  • ସଂ. ବିଣ. ( 5 ମୀ ତତ୍; ତତ୍+ଅଭିନ୍ନ) — ସେହି — Same