ତଦପି Tadapi

  • ସଂ. କ୍ରି. ବିଣ. (ତତ୍+ଅପି) — ତେବେ ସୁଦ୍ଧା; ତଥାପି — Even then; not withstanding
  • ସଂ. କ୍ରି. ବିଣ. (ତତ୍+ଅପି) — ସେହି ମଧ୍ୟ — That even or also