ତଦନ୍ୟତ୍ୱ Tadanyatwa

  • ସଂ. ବି. (ଦର୍ଶନ ଶାସ୍ତ୍ର) — କାର୍ଯ୍ୟ ଓ କାରଣ ମଧ୍ୟରେ ଅଭେଦ (ହି. ଶବ୍ଦସାଗର) — (philosophy) The similarity or identity of the cause and effect