ତଦତଚିତ୍ତ Tadgatachitta

  • ସଂ. ବିଣ. (ତଦ୍ଗତ+ଚିତ୍ତ; ବହୁବ୍ରୀହି) — ତାହାଙ୍କଠାରେ କିମ୍ବା ସେହି ବିଷୟରେ ଚିତ୍ତବୃତ୍ତି ଅର୍ପିତ କରି— ଥିବା; ତଦର୍ପିତ ଚିତ୍ତ — Having given one's thoughts wholly to that; having his mind wholly immersed in that