ତଦଅନ୍ତେ Tada-ante

  • ଦେ. (ପଦ୍ଯ.) ଅ. (ସଂ. ତଦନ୍ତରଂ) — ତାରପର — After that
  • ଦେ. (ପଦ୍ଯ.) ଅ. (ସଂ. ତଦନ୍ତରଂ) — ତହିଁ ଉତ୍ତାରୁ — Then
  • ଦେ. (ପଦ୍ଯ.) ଅ. (ସଂ. ତଦନ୍ତରଂ) — ତହିଁ ପରେ — Following that
  • ଦେ. (ପଦ୍ଯ.) ଅ. (ସଂ. ତଦନ୍ତରଂ) — ତଦ ଅନ୍ତେ ତାହାଙ୍କୁ ଏକ ଋଷିବର। କୃଷ୍ଣସିଂହ. ମହାଭାରତ ଆଦି।