ତଥ୍ୟବାଦୀ Tathyabādī

  • ସଂ. ବିଣ. ପୁଂ (ତଥ୍ୟ+ବଦ୍ ଧାତୁ=କହିବା+ଇନ୍) — ଯଥାର୍ଥବାଦୀ; ପ୍ରକୃତବାଦୀ; ଯେ ପ୍ରକୃତ କଥା କହେ, ସତ୍ୟବାଦୀ — Plain spoken; one who speaks out the truth; one who calls a spade; a spade; truthful