ତତ୍ସ୍ୱରୂପ Tat-swarūpa

  • ସଂ. ବିଣ. (ତତ୍+ ସ୍ୱରୂପ) — ତାହାଙ୍କ ପରି — Similar to him
  • ସଂ. ବିଣ. (ତତ୍+ ସ୍ୱରୂପ) — ତାହାଙ୍କ ପ୍ରତିନିଧି — His representative; his substitute; representing him or her
  • ସଂ. ବିଣ. (ତତ୍+ ସ୍ୱରୂପ) — ଅବିକଳ — Exactly similar; resembling it him or her
  • ସଂ. ବି — ତାହାର ନିଜର ପ୍ରକୃତ ରୂପ — His (her or its) actual form