ତତ୍ରଭବାନ୍ Tatrabhabān

  • ସଂ. ବିଣ. ପୁଂ (ମାନ୍ୟାର୍ଥ ପ୍ରୟୋଗ; ଅନ୍ଯ ବ୍ଯକ୍ତିଙ୍କ ନାମ ପୂର୍ବରେ ଲାଗେ; ତତ୍ର+ଭବାନ୍) — ସେ ମହାଶୟ — His honour
  • ସଂ. ବିଣ. ପୁଂ (ମାନ୍ୟାର୍ଥ ପ୍ରୟୋଗ; ଅନ୍ଯ ବ୍ଯକ୍ତିଙ୍କ ନାମ ପୂର୍ବରେ ଲାଗେ; ତତ୍ର+ଭବାନ୍) — ମାନନୀୟ; ମାନ୍ୟାସ୍ପଦ; ମାନ୍ୟବର — The revered (so and so)
  • ସଂ. ବିଣ. ପୁଂ (ମାନ୍ୟାର୍ଥ ପ୍ରୟୋଗ; ଅନ୍ଯ ବ୍ଯକ୍ତିଙ୍କ ନାମ ପୂର୍ବରେ ଲାଗେ; ତତ୍ର+ଭବାନ୍) — (ଯଥା—ତତ୍ରଭବାନ୍ ଗୁରୁଦେବ ନବଦ୍ୱୀପ ଗମନ କରିଅଛନ୍ତି।)
  • ସଂ. ବିଣ. ପୁଂ (ମାନ୍ୟାର୍ଥ ପ୍ରୟୋଗ; ଅନ୍ଯ ବ୍ଯକ୍ତିଙ୍କ ନାମ ପୂର୍ବରେ ଲାଗେ; ତତ୍ର+ଭବାନ୍) — [ଦ୍ର—ଏ ଶବ୍ଦ ଓ ଅତ୍ରଭାବାନ୍ (= ଏ ମହାଶୟ) ଶବ୍ଦ ଓଡ଼ିଆରେ କ୍ୱଚିତ ବ୍ଯବହୃତ ହେବାର ଦେଖାଯାଏ।]