ତତ୍ରତ୍ୟ Tatratya

  • ସଂ. ବିଣ (ତତ୍ର=ସେଠାରେ+ଘଟିବା ବା ହେବା ଅର୍ଥରେ ତ୍ୟ) — ତତ୍ରସ୍ଥ; ସେଠାକାର — Belonging to that place
  • ସଂ. ବିଣ (ତତ୍ର=ସେଠାରେ+ଘଟିବା ବା ହେବା ଅର୍ଥରେ ତ୍ୟ) — ସେଠାରେ ଘଟିଥିବା — Happening or taking place there