ତତ୍ପୂର୍ବେ Tat-pūrbe

  • ସଂ. କ୍ରି, ବିଣ — ତହିଁର ପୂର୍ବଦିଗରେ — East of that
  • ସଂ. କ୍ରି, ବିଣ — [ଦ୍ର—ଓଡ଼ିଆ ଜମି ମାପ ଭଉଁରିଆରେ 'ତତ୍ପୂର୍ବେ' ଶବ୍ଦର ସାଙ୍କେତିକ ତ: ପୁ:।]
  • ଦେ. କ୍ରି. ବିଣ — (ସଂ. ତତ୍ପୂର୍ବ) ତହିଁର ପୂର୍ବବର୍ତ୍ତୀ କାଳରେ; ତହିଁର ଆଗରୁ — Previously to that; before that