ତତ୍ପୁରୁଷ Tat-purusha
- ସଂ. ବି. (ବ୍ୟାକରଣ) — 2 ୟା, 3 ୟା, 5 ମୀ, 6 ଷ୍ଠୀ ଓ 7 ମୀ କାରକଯୁକ୍ତ ସମାସ — 2ୟା,3ୟା,5ମୀ,6ଷ୍ଠୀ ଓ7ମୀ କାରକଯୁକ୍ତ ସମାସ—(grammar) Name of a class of juxtapositional or determinative compounds by which two words are joined together to form one
- ସଂ. ବି. (ବ୍ୟାକରଣ) — [ଦ୍ର— ତତ୍ପୁରୁଷ ସମାସରେ ଉତ୍ତରପଦ ବା ଦ୍ୱିତୀୟପଦର ଅର୍ଥର ପ୍ରାଧାନ୍ୟ ସୁଚିତ ହୁଏ, କିନ୍ତୁ ଦ୍ୱିତୀୟ ପଦର ଅର୍ଥ ପ୍ରଥମ ପଦଦ୍ୱାରା ନିୟନ୍ତ୍ରିତ ବା ସଂଜ୍ଞିତ ହୁଏ।]
- ସଂ. ବି. (ବ୍ୟାକରଣ) — ପରମପୁରୁଷ; ପରମେଶ୍ୱର — God