ତତ୍ପଶ୍ଚାତ Tat-paṡchāt

  • ସଂ. କ୍ରି. ବିଣ. (ତତ୍+ପଶ୍ଚାତ୍) — ତତ୍ପରେ; ତାହା— ପରେ — After that
  • ସଂ. କ୍ରି. ବିଣ. (ତତ୍+ପଶ୍ଚାତ୍) — ତାହାଙ୍କ ପରେ — After him
  • ସଂ. କ୍ରି. ବିଣ. (ତତ୍+ପଶ୍ଚାତ୍) — ତାହାଙ୍କ ପଛରେ — Behind him