ତତ୍ପଦାର୍ଥ Tatpadārtha
- ସଂ. ବି. (ତଦ୍+ପଦାର୍ଥ) — ସେହି ପଦାର୍ଥ — The same thing
- ସଂ. ବି. (ତଦ୍+ପଦାର୍ଥ) — ପରମାତ୍ମା; ପରମେଶ୍ୱର (ହି. ଶବ୍ଦସାଗର) — God
- ସଂ. ବି. (ତଦ୍+ପଦାର୍ଥ) — ନିବିଷ୍ଟ; ଆସକ୍ତ — Devoted to; eagerly engaged in; zealous
- ସଂ. ବି. (ତଦ୍+ପଦାର୍ଥ) — ଦକ୍ଷ; ନିପୁଣ — Dilligent; skilful
- ସଂ. ବି. (ତଦ୍+ପଦାର୍ଥ) — ଚତୁର — Clever
- ସଂ. ବି. (ତଦ୍+ପଦାର୍ଥ) — ଉଦ୍ୟତ — Ready; prepared
- ସଂ. ବି — ସମୟର ଅତି କ୍ଷୁଦ୍ର ପରିମାଣବିଶେଷ; ନିମେଷର 30 ଭାଗର ଏକ ଭାଗ (ହି. ଶବ୍ଦସାଗର) — ସମୟର ଅତି କ୍ଷୁଦ୍ର ପରିମାଣବିଶେଷ; ନିମେଷର30ଭାଗର ଏକ ଭାଗ (ହି. ଶବ୍ଦସାଗର)— A very short, 1/30 th part of a wink of time
- ଦେ. ବିଣ — ତାହାର ପରବର୍ତ୍ତୀ — Next to that
- ଦେ. ବିଣ — (ଯଥା—ତତ୍ପର୍ ପୃଷ୍ଠାରେ ଅମୁକ ବିଷୟ ଲେଖାଅଛି।)
- ଦେ. କ୍ରି. ବିଣ. (ସଂ. ତତ୍ପରଃ) — ତାହାପରେ; ତଦନନ୍ତର — After that; follwing upon that
- ଦେ. କ୍ରି. ବିଣ. (ସଂ. ତତ୍ପରଃ) — ପୁଲକ ଅଙ୍କୁରେ ମୁକୁରେ ଯେ ଧିକ କରେ କପୋଳ ତତପର। ଭଞ୍ଜ, କୋଟୀବ୍ରହ୍ମାଣ୍ଡସୁନ୍ଦରୀ।