ତତ୍ପତ୍ରୀ Tat-patrī

  • ସଂ. ବି — କଦଳୀଗଛ (ହି. ଶବ୍ଦସାଗର) — The plantain tree
  • ସଂ. ବି — ବଂଶପତ୍ରୀ ନାମକ ଘାସ (ହି. ଶବ୍ଦସାଗର) — A kind of broad-bladed grass