ତତ୍ତ୍ୱାବଧାୟକ Tattwābadhāyaka

  • ସଂ. ବିଣ. ପୁଂ (ତତ୍ତ୍ୱ+ଅବଧାୟକ) — ଯେ କର୍ଯ୍ୟର ତତ୍ତ୍ୱ ନିଏ — Supervising
  • ସଂ. ବି — କାର୍ଯ୍ୟ ଦେଖିବା ବ୍ଯକ୍ତି — Superintendent; superviser