ତତ୍ତ୍ୱବୋଧ Tattwabodha

  • ସଂ. ବି (ତତ୍ତ୍ୱ+ବୋଧ; 6 ଷ୍ଠୀ ତତ୍) — ଯଥାର୍ଥ ଜ୍ଞାନ — Perception of truth; understanding of the truth
  • ସଂ. ବି (ତତ୍ତ୍ୱ+ବୋଧ; 6 ଷ୍ଠୀ ତତ୍) — ତତ୍ତ୍ୱଜ୍ଞାନ — True knowledge