ତତ୍ତ୍ୱନେବା Tattwanebā

  • ଦେ. କ୍ରି — ସମ୍ବାଦ ନେବା — To enquire about; to keep account
  • ଦେ. କ୍ରି — ଖୋଜିବା — To search after
  • ଦେ. କ୍ରି — କୌଣସି କାର୍ଯ୍ୟର ତତ୍ତ୍ୱାବଧାନ କରିବା; କାର୍ଯ୍ୟ ଚଳିବା ପ୍ରତି ଦୃଷ୍ଟି ରଖିବା; ତନଖିବା — To Supervise