ତତ୍ତ୍ୱଜିଜ୍ଞାସୁ Tattwajijn̄āsu

  • ସଂ. ବିଣ (ତତ୍ତ୍ୱ+ଜିଜ୍ଞାସୁ) — ବ୍ରହ୍ମ ବା ପାରମାର୍ଥିକ ବିଷୟ ଜାଣିବାକୁ ଇଚ୍ଛୁକ — Desirous of knowing the first principles; thirsting after true knowledge; enquiring after the truth
  • ସଂ. ବିଣ (ତତ୍ତ୍ୱ+ଜିଜ୍ଞାସୁ) — ପ୍ରକୃତ କଥା ଜାଣିବାକୁ ଇଚ୍ଛୁକ — Desiring to know the truth of some matter