ତତ୍ତ୍ୱ କରିବା Tattwa karibā

  • ଦେ. କ୍ରି — ଚେତିବା; ହେଜିବା — To keep in mind
  • ଦେ. କ୍ରି — ହେତୁ କରିବା; ଦୃଢ଼ଭାବରେ ଚିନ୍ତା କରିବା — To ponder seriously
  • ଦେ. କ୍ରି — (କୌଣସି ଉପଦେଶାଦି) ଘେନା; କରିବା — To accept; to attend to; (an advice)
  • ଦେ. କ୍ରି — (ଯଥା—ତୁ ବର୍ତ୍ତମାନ ସଂସାର ଲୋଭରେ ପଡ଼ି ମୋ ଉପଦେଶକୁ ତତ୍ତ୍ୱ କରୁ ନାହୁ; ମୃତ୍ୟୁ ଶଯ୍ଯାରେ ଛଟପଟ ହୋଇ ମରିବୁ ସିନା? ସେତେବେଳେ ବଳେ ତତ୍ତ୍ୱ କରିବୁ ଯେ !)